Odisha General Knowledge: A Complete Guide Administration & Governance (ଓଡ଼ିଶାର ପ୍ରଶାସନିକ ତାଲିକା)

Topic: Administration & Governance (ଓଡ଼ିଶାର ପ୍ରଶାସନିକ ତାଲିକା)

ଓଡ଼ିଶାର ରାଜ୍ୟପାଳ ତାଲିକା (Governor List Of Odisha)

ନାମ (Name)କାର୍ଯ୍ୟଭାର ଆରମ୍ଭ (Took Office)କାର୍ଯ୍ୟକାଳ ଶେଷ (Left Office)
ସାର୍ ଜନ୍ ଅଷ୍ଟେନ୍ ହବକ୍ (Sir John Austen Hubback)୧ ଏପ୍ରିଲ ୧୯୩୬୧୧ ଅଗଷ୍ଟ ୧୯୩୮
ଜର୍ଜ ଟାଉନସେଣ୍ଡ ବୋଗ୍ - କାର୍ଯ୍ୟକାରୀ (George Townsend Boag)୧୧ ଅଗଷ୍ଟ ୧୯୩୮୭ ଡିସେମ୍ବର ୧୯୩୮
ସାର୍ ଜନ୍ ଅଷ୍ଟେନ୍ ହବକ୍୮ ଡିସେମ୍ବର ୧୯୩୮୩୧ ମାର୍ଚ୍ଚ ୧୯୪୧
ହାୱଥର୍ନ ଲୁଇସ୍ (Hawthorne Lewis)୧ ଏପ୍ରିଲ ୧୯୪୧୩୧ ମାର୍ଚ୍ଚ ୧୯୪୬
ଚନ୍ଦୁଲାଲ ମାଧବଲାଲ ତ୍ରିବେଦୀ୧ ଏପ୍ରିଲ ୧୯୪୬୧୪ ଅଗଷ୍ଟ ୧୯୪୭
କୈଳାସ ନାଥ କାଟଜୁ୧୫ ଅଗଷ୍ଟ ୧୯୪୭୨୦ ଜୁନ ୧୯୪୮
ଆସଫ ଅଲ୍ଲୀ୨୧ ଜୁନ ୧୯୪୮୫ ମଇ ୧୯୫୧
ଭି. ପି. ମେନନ୍ (କାର୍ଯ୍ୟକାରୀ)୬ ମଇ ୧୯୫୧୧୭ ଜୁଲାଇ ୧୯୫୧
ଆସଫ ଅଲ୍ଲୀ୧୮ ଜୁଲାଇ ୧୯୫୧୬ ଜୁନ ୧୯୫୨
ଫଜଲ ଅଲ୍ଲୀ୭ ଜୁନ ୧୯୫୨୯ ଫେବୃଆରୀ ୧୯୫୪
ପି. ଏସ୍. କୁମାରସ୍ୱାମୀ ରାଜା୧୦ ଫେବୃଆରୀ ୧୯୫୪୧୧ ସେପ୍ଟେମ୍ବର ୧୯୫୬
ଭୀମ ସେନ ସଚ୍ଚାର୧୨ ସେପ୍ଟେମ୍ବର ୧୯୫୬୩୧ ଜୁଲାଇ ୧୯୫୭
ଯଶୋବନ୍ତ ନାରାୟଣ ସୁକଥନକର୩୧ ଜୁଲାଇ ୧୯୫୭୧୫ ସେପ୍ଟେମ୍ବର ୧୯୬୨
ଅଯୋଧ୍ୟା ନାଥ ଖୋସଲା୧୬ ସେପ୍ଟେମ୍ବର ୧୯୬୨୫ ଅଗଷ୍ଟ ୧୯୬୬
ଖଲିଲ ଅହମ୍ମଦ (କାର୍ଯ୍ୟକାରୀ)୫ ଅଗଷ୍ଟ ୧୯୬୬୧୧ ସେପ୍ଟେମ୍ବର ୧୯୬୬
ଅଯୋଧ୍ୟା ନାଥ ଖୋସଲା୧୨ ସେପ୍ଟେମ୍ବର ୧୯୬୬୩୦ ଜାନୁଆରୀ ୧୯୬୮
ଶୌକତୁଲ୍ଲା ଶାହ ଅନସାରୀ୩୧ ଜାନୁଆରୀ ୧୯୬୮୨୦ ସେପ୍ଟେମ୍ବର ୧୯୭୧
ସର୍ଦ୍ଦାର ଯୋଗେନ୍ଦ୍ର ସିଂ (କାର୍ଯ୍ୟକାରୀ)୨୦ ସେପ୍ଟେମ୍ବର ୧୯୭୧୩୦ ଜୁନ ୧୯୭୨
ଗତି କୃଷ୍ଣ ମିଶ୍ର (କାର୍ଯ୍ୟକାରୀ)୧ ଜୁଲାଇ ୧୯୭୨୮ ନଭେମ୍ବର ୧୯୭୨
ବସପ୍ପା ଦାନପ୍ପା ଜତ୍ତି୮ ନଭେମ୍ବର ୧୯୭୨୨୦ ଅଗଷ୍ଟ ୧୯୭୪
ଗତି କୃଷ୍ଣ ମିଶ୍ର (କାର୍ଯ୍ୟକାରୀ)୨୧ ଅଗଷ୍ଟ ୧୯୭୪୨୫ ଅକ୍ଟୋବର ୧୯୭୪
ଆକବର ଅଲ୍ଲୀ ଖାନ୨୫ ଅକ୍ଟୋବର ୧୯୭୪୧୭ ଏପ୍ରିଲ ୧୯୭୬
ଶିବ ନାରାୟଣ ଶଙ୍କର (କାର୍ଯ୍ୟକାରୀ)୧୭ ଏପ୍ରିଲ ୧୯୭୬୭ ଫେବୃଆରୀ ୧୯୭୭
ହରଚରଣ ସିଂ ବ୍ରାର୭ ଫେବୃଆରୀ ୧୯୭୭୨୨ ସେପ୍ଟେମ୍ବର ୧୯୭୭
ଭଗବତ ଦୟାଲ ଶର୍ମା୨୩ ସେପ୍ଟେମ୍ବର ୧୯୭୭୩୦ ଏପ୍ରିଲ ୧୯୮୦
ଚେପ୍ପୁଦିରା ମୁଥାନା ପୁନାଚା୩୦ ଏପ୍ରିଲ ୧୯୮୦୩୦ ସେପ୍ଟେମ୍ବର ୧୯୮୦
ଏସ୍. କେ. ରାୟ (କାର୍ଯ୍ୟକାରୀ)୧ ଅକ୍ଟୋବର ୧୯୮୦୩ ନଭେମ୍ବର ୧୯୮୦
ଚେପ୍ପୁଦିରା ମୁଥାନା ପୁନାଚା୪ ନଭେମ୍ବର ୧୯୮୦୨୪ ଜୁନ ୧୯୮୨
ରଙ୍ଗନାଥ ମିଶ୍ର (କାର୍ଯ୍ୟକାରୀ)୨୫ ଜୁନ ୧୯୮୨୩୧ ଅଗଷ୍ଟ ୧୯୮୨
ଚେପ୍ପୁଦିରା ମୁଥାନା ପୁନାଚା୧ ସେପ୍ଟେମ୍ବର ୧୯୮୨୧୭ ଅଗଷ୍ଟ ୧୯୮୩
ବିଶମ୍ଭର ନାଥ ପାଣ୍ଡେ୧୭ ଅଗଷ୍ଟ ୧୯୮୩୨୦ ନଭେମ୍ବର ୧୯୮୮
ସୟିଦ ନୁରୁଲ ହସନ୨୦ ନଭେମ୍ବର ୧୯୮୮୬ ଫେବୃଆରୀ ୧୯୯୦
ଯଜ୍ଞ ଦତ୍ତ ଶର୍ମା୭ ଫେବୃଆରୀ ୧୯୯୦୧ ଫେବୃଆରୀ ୧୯୯୩
ସୟିଦ ନୁରୁଲ ହସନ୧ ଫେବୃଆରୀ ୧୯୯୩୩୧ ମଇ ୧୯୯୩
ବି. ସତ୍ୟନାରାୟଣ ରେଡ୍ଡୀ୧ ଜୁନ ୧୯୯୩୧୭ ଜୁନ ୧୯୯୫
ଗୋପାଳ ରାମାନୁଜମ୍୧୮ ଜୁନ ୧୯୯୫୩୦ ଜାନୁଆରୀ ୧୯୯୭
କେ. ଭି. ରଘୁନାଥ ରେଡ୍ଡୀ୩୧ ଜାନୁଆରୀ ୧୯୯୭୧୨ ଫେବୃଆରୀ ୧୯୯୭
ଗୋପାଳ ରାମାନୁଜମ୍୧୩ ଫେବୃଆରୀ ୧୯୯୭୧୩ ଡିସେମ୍ବର ୧୯୯୭
କେ. ଭି. ରଘୁନାଥ ରେଡ୍ଡୀ୧୩ ଡିସେମ୍ବର ୧୯୯୭୨୭ ଏପ୍ରିଲ ୧୯୯୮
ସି. ରଙ୍ଗରାଜନ୨୭ ଏପ୍ରିଲ ୧୯୯୮୧୪ ନଭେମ୍ବର ୧୯୯୯
ଏମ୍. ଏମ୍. ରାଜେନ୍ଦ୍ରନ୍୧୫ ନଭେମ୍ବର ୧୯୯୯୧୭ ନଭେମ୍ବର ୨୦୦୪
ରାମେଶ୍ୱର ଠାକୁର୧୮ ନଭେମ୍ବର ୨୦୦୪୨୧ ଅଗଷ୍ଟ ୨୦୦୭
ମୁରଲୀଧର ଚନ୍ଦ୍ରକାନ୍ତ ଭଣ୍ଡାରେ୨୧ ଅଗଷ୍ଟ ୨୦୦୭୯ ମାର୍ଚ୍ଚ ୨୦୧୩
ଏସ. ସି. ଜମୀର୨୧ ମାର୍ଚ୍ଚ ୨୦୧୩୨୦ ମାର୍ଚ୍ଚ ୨୦୧୮
ସତ୍ୟପାଲ ମଲିକ (ଅତିରିକ୍ତ ଦାୟିତ୍ୱ)୨୧ ମାର୍ଚ୍ଚ ୨୦୧୮୨୮ ମଇ ୨୦୧୮
ପ୍ରଫେସର ଗଣେଶୀ ଲାଲ୨୯ ମଇ ୨୦୧୮ବର୍ତ୍ତମାନ ପର୍ଯ୍ୟନ୍ତ

ଓଡ଼ିଶା ମନ୍ତ୍ରୀ ମଣ୍ଡଳ ତାଲିକା ୨୦୨୨ (Odisha Minister List 2022)

ନାମ (Name)ନିର୍ବାଚନ ମଣ୍ଡଳୀ (Constituency)ବିଭାଗ (Department)ଦଳ (Party)
ନବୀନ ପଟ୍ଟନାୟକ (ମୁଖ୍ୟମନ୍ତ୍ରୀ)ହିଞ୍ଜିଳିଗୃହ, ସାଧାରଣ ପ୍ରଶାସନ, ସାଧାରଣ ଅଭିଯୋଗ ଏବଂ ଅନ୍ୟାନ୍ୟ ଅବଣ୍ଟିତ ବିଭାଗ।ବିଜେଡି (BJD)
ନିରଞ୍ଜନ ପୂଜାରୀସୋନପୁରଅର୍ଥ, ଅବକାରୀ।ବିଜେଡି (BJD)
ବିକ୍ରମ କେଶରୀ ଆରୁଖଭଞ୍ଜନଗରଜଙ୍ଗଲ ଏବଂ ପରିବେଶ, ସଂସଦୀୟ ବ୍ୟାପାର।ବିଜେଡି (BJD)
ପ୍ରଫୁଲ୍ଲ କୁମାର ମଲ୍ଲିକକାମାକ୍ଷାନଗରଇସ୍ପାତ ଏବଂ ଖଣି, ପୂର୍ତ୍ତ।ବିଜେଡି (BJD)
ରଣେନ୍ଦ୍ର ପ୍ରତାପ ସ୍ୱାଇଁଆଠଗଡଖାଦ୍ୟ ଯୋଗାଣ, ଖାଉଟି କଲ୍ୟାଣ, ସମବାୟ।ବିଜେଡି (BJD)
ପଦ୍ମନାଭ ବେହେରାବୀରମହାରାଜପୁରପରିବହନ, ଯୋଜନା ଏବଂ ସମନ୍ୱୟ, ବାଣିଜ୍ୟ।ବିଜେଡି (BJD)
ପ୍ରତାପ ଜେନାମାହାଙ୍ଗାଗୃହ ନିର୍ମାଣ, ପଞ୍ଚାୟତିରାଜ, ପାନୀୟ ଜଳ, ଆଇନ, ନଗର ଉନ୍ନୟନ।ବିଜେଡି (BJD)
ଅରୁଣ କୁମାର ସାହୁନୟାଗଡକୃଷି ଓ କୃଷକ ସଶକ୍ତିକରଣ, ମତ୍ସ୍ୟ ଓ ପ୍ରାଣୀ ସମ୍ପଦ ବିକାଶ, ଉଚ୍ଚ ଶିକ୍ଷା।ବିଜେଡି (BJD)
ସୁଦାମ ମାର୍ଣ୍ଡିବାଙ୍ଗିରିପୋଷିରାଜସ୍ୱ, ବିପର୍ଯ୍ୟୟ ପରିଚାଳନା।ବିଜେଡି (BJD)
ସୁଶାନ୍ତ ସିଂହଭଟଲିଗ୍ରାମ୍ୟ ଉନ୍ନୟନ, ଶ୍ରମ ଓ କର୍ମଚାରୀ ରାଜ୍ୟ ବୀମା।ବିଜେଡି (BJD)
ନବ କିଶୋର ଦାସଝାରସୁଗୁଡ଼ାସ୍ୱାସ୍ଥ୍ୟ ଏବଂ ପରିବାର କଲ୍ୟାଣ।ବିଜେଡି (BJD)
ଟୁକୁନି ସାହୁଟିଟିଲାଗଡ଼ମହିଳା ଏବଂ ଶିଶୁ ବିକାଶ, ମିଶନ ଶକ୍ତି।ବିଜେଡି (BJD)
ଜଗନ୍ନାଥ ସାରକାବିଷମ କଟକST/SC ଉନ୍ନୟନ, ସଂଖ୍ୟାଲଘୁ ଓ ପଛୁଆ ବର୍ଗ କଲ୍ୟାଣ (ସ୍ୱାଧୀନ ଦାୟିତ୍ୱ)।ବିଜେଡି (BJD)
ଦିବ୍ୟ ଶଙ୍କର ମିଶ୍ରଜୁନାଗଡ଼ଗୃହ (ରାଷ୍ଟ୍ରମନ୍ତ୍ରୀ), ଶକ୍ତି, ଶିଳ୍ପ, MSME (ସ୍ୱାଧୀନ ଦାୟିତ୍ୱ)।ବିଜେଡି (BJD)
ଅଶୋକ ଚନ୍ଦ୍ର ପଣ୍ଡାଏକାମ୍ର ଭୁବନେଶ୍ୱରବିଜ୍ଞାନ ଓ ପ୍ରଯୁକ୍ତିବିଦ୍ୟା, ସାଧାରଣ ଉଦ୍ୟୋଗ, SSEPD (ସ୍ୱାଧୀନ ଦାୟିତ୍ୱ)।ବିଜେଡି (BJD)
ସମୀର ରଞ୍ଜନ ଦାସନିମାପଡ଼ାବିଦ୍ୟାଳୟ ଏବଂ ଗଣଶିକ୍ଷା (ସ୍ୱାଧୀନ ଦାୟିତ୍ୱ)।ବିଜେଡି (BJD)
ଜ୍ୟୋତି ପ୍ରକାଶ ପାଣିଗ୍ରାହୀସିମୁଳିଆପର୍ଯ୍ୟଟନ, ଓଡ଼ିଆ ଭାଷା, ସାହିତ୍ୟ ଏବଂ ସଂସ୍କୃତି (ସ୍ୱାଧୀନ ଦାୟିତ୍ୱ)।ବିଜେଡି (BJD)
ପ୍ରେମାନନ୍ଦ ନାୟକତେଲକୋଇଦକ୍ଷତା ବିକାଶ ଏବଂ ବୈଷୟିକ ଶିକ୍ଷା (ସ୍ୱାଧୀନ ଦାୟିତ୍ୱ)।ବିଜେଡି (BJD)
ରଘୁନନ୍ଦନ ଦାସବାଲିକୁଦା-ଏରସମାଜଳ ସମ୍ପଦ, ସୂଚନା ଏବଂ ଲୋକ ସମ୍ପର୍କ (ସ୍ୱାଧୀନ ଦାୟିତ୍ୱ)।ବିଜେଡି (BJD)
ପଦ୍ମିନୀ ଦିଆନକୋଟପାଡ଼ହସ୍ତତନ୍ତ, ବୟନ, ହସ୍ତଶିଳ୍ପ (ସ୍ୱାଧୀନ ଦାୟିତ୍ୱ)।ବିଜେଡି (BJD)
ତୁଷାରକାନ୍ତି ବେହେରାକାକଟପୁରଇଲେକ୍ଟ୍ରୋନିକ୍ସ ଓ ସୂଚନା ପ୍ରଯୁକ୍ତିବିଦ୍ୟା, କ୍ରୀଡ଼ା ଓ ଯୁବ ବ୍ୟାପାର (ସ୍ୱାଧୀନ ଦାୟିତ୍ୱ)।ବିଜେଡି (BJD)

Hi! Need help with studies? 👋
AI