Odisha General Knowledge: A Complete Guide Literature, Personalities & Honors (ସାହିତ୍ୟ, ବ୍ୟକ୍ତିତ୍ୱ ଓ ଉପାଧି)

Topic: Literature, Personalities & Honors (ସାହିତ୍ୟ, ବ୍ୟକ୍ତିତ୍ୱ ଓ ଉପାଧି)

ଲେଖକ ଓ ତାଙ୍କର ପ୍ରମୁଖ ପୁସ୍ତକ (Books and Authors)

ପୁସ୍ତକର ନାମ (Book)ଲେଖକ (Author)
ଅମାବାସ୍ୟାର ଚନ୍ଦ୍ରଗୋବିନ୍ଦ ଦାସ
ଅମୃତ ସନ୍ତାନ, ମାଟି ଓ ମାଟଳାଗୋପୀନାଥ ମହାନ୍ତି
ଅନ୍ଧ ଗଳିଅଖିଲ ମୋହନ ପଟ୍ଟନାୟକ
ଆରା ଦୃଶ୍ୟସୀତାକାନ୍ତ ମହାପାତ୍ର
ଅଶ୍ୱମେଧ ଘୋଡାବିଭୂତି ପଟ୍ଟନାୟକ
ବୈଦେହୀ ବିଲାସ (ଲାବଣ୍ୟବତୀ)ଉପେନ୍ଦ୍ର ଭଞ୍ଜ
ବାଜାରେ ବାଜାବଳାରାମପ୍ରସାଦ ମହାନ୍ତି
ବାଜି ରାଉତ ପାଣ୍ଡୁଲିପିସଚିଦାନନ୍ଦ ରାଉତରାୟ
ବନ ରାଜାର କଥାମନୋରମା ମହାପାତ୍ର
ବନ୍ଦିରା ଆତ୍ମକଥା, କାରା କବିତାଗୋପାବନ୍ଧୁ ଦାସ
ବେଳୁନ ଗଳା ଉଡିମହେଶ୍ୱର ମହାନ୍ତି
ଭୁଲନିତ୍ୟାନନ୍ଦ ମହାପାତ୍ର
ବିଦଗ୍ଧ ଚିନ୍ତାମଣିଅଭିମନ୍ୟୁ ସାମନ୍ତ ସିଂହର
ବୃହତ୍ ଶ୍ରୀଶୈଳ ଇତିହାସରାମଚନ୍ଦ୍ର ମଲ୍ଲିକ
ଦାଣ୍ଡି ରାମାୟଣ, ଅମର କୋଷବଳରାମ ଦାସ
ଗୀତା ଗୋବିନ୍ଦଜୟଦେବ
ଗୋବିନ୍ଦ ଚନ୍ଦ୍ରଯଶୋବନ୍ତ ଦାସ
ହରି ବଂଶଅଚ୍ୟୁତାନନ୍ଦ ଦାସ
ଝୁମୁକାରାମକୃଷ୍ଣ ନନ୍ଦା
କବିତା କଲ୍ଲୋଳ, କିଶୋର ଚନ୍ଦ୍ରାନନ୍ଦ ଚମ୍ପୁକବିସୂର୍ୟ ବଳଦେବ ରଥ
କେଶବ କୋଇଳିମାର୍କଣ୍ଡ ଦାସ
ମହାମୋହ, ଯାଜ୍ଞସେନୀ ଓ ଶିଳାପଦ୍ମପ୍ରତିଭା ରାୟ
ନୃସିଂହ ପୁରାଣପୀତାମ୍ବର ଦାସ
ଓଡିଆ ମହାଭାରତସରଳା ଦାସ
ପୃଥିବୀର ତୀରେଦେବରାଜ ଲେଙ୍କା
ରଘୁନାଥ ବିଲାସଧନଞ୍ଜୟ ଭଞ୍ଜ
ରସ କଲ୍ଲୋଳଦିନକୃଷ୍ଣ ଦାସ
ରୁକ୍ମିଣୀ ବିବାହକାର୍ତ୍ତିକ ଦାସ
ଶ୍ରୀମଦ୍ଭାଗବତଜଗନ୍ନାଥ ଦାସ
ଶ୍ରୀରାଧା, ଅନେକ କୋଠାରୀ, ସପ୍ତମା ଋତୁରମାକାନ୍ତ ରଥ
ସ୍ତୁତି ଚିନ୍ତାମଣି, ଆଦିଆନ୍ତ ଗୀତାଭୀମ ଭୋଇ
ତପସ୍ୱିନୀ, ପ୍ରଣୟ ବଲ୍ଲରୀଗଙ୍ଗାଧର ମେହେର

ପ୍ରସିଦ୍ଧ ବ୍ୟକ୍ତିତ୍ୱ ଓ ଉପାଧି (Famous Titles & Personalities)

ଉପାଧି (Title)ନାମ (Name)
ଆଦି କବିସରଳା ଦାସ
ଉତ୍କଳ ମଣିଗୋପବନ୍ଧୁ ଦାସ
ଉତ୍କଳ ଗୌରବମଧୁସୂଦନ ଦାସ
ସ୍ୱଭାବ କବି / ପ୍ରକୃତି କବିଗଙ୍ଗାଧର ମେହେର
ଉତ୍କଳ ଭାରତୀ / ନାରୀ କବିକୁନ୍ତଳା କୁମାରୀ ସାବତ
କବିବରରାଧାନାଥ ରାୟ
ବ୍ୟାସ କବିଫକିର ମୋହନ ସେନାପତି
ଗାନ କବିବୈଷ୍ଣବ ଚରଣ ପାଣି
ସନ୍ତ କବିଭୀମ ଭୋଇ
କାନ୍ତ କବିଲକ୍ଷ୍ମୀକାନ୍ତ ମହାପାତ୍ର
ପଲ୍ଲୀ କବିନନ୍ଦ କିଶୋର ବଳ
ଭକ୍ତ କବିମଧୁସୂଦନ ରାଓ
ରକ୍ଷା କବି / ବିଦଗ୍ଧ କବି / କବି ସମ୍ରାଟ / ଦଣ୍ଡ ସମ୍ରାଟଉପେନ୍ଦ୍ର ଭଞ୍ଜ
ଲୋକ କବିହଳଧର ନାଗ
ଜାତୀୟ କବିବିର କିଶୋର ଦାସ
ବିପ୍ଳବୀ କବିରବି ସିଂହ
ଅତିବାଦୀଜଗନ୍ନାଥ ଦାସ
ଜବାନ କବିଭକ୍ତ ସାଳବେଗ
ଆସୁ କବିଯଦୁମଣି ମହାପାତ୍ର
ସ୍ୱପ୍ନ କବିପ୍ରମୋଦ କିଶୋର ପଣ୍ଡା
ବିଦଗ୍ଧ କବିଅଭିମନ୍ୟୁ ସାମନ୍ତ ସିଂହର
କିଶୋର କବିଶ୍ୟାମ ସୁନ୍ଦର ଦାସ
କବିଚନ୍ଦ୍ରକାଳୀଚରଣ ପଟ୍ଟନାୟକ
କର୍ମବୀରଗୌରୀଶଙ୍କର ରାୟ
ଆଚାର୍ଯ୍ୟହରିହର ଦାସ
"ବକ୍ସୀ"ଜଗବନ୍ଧୁ ବିଦ୍ୟାଧର ମହାପାତ୍ର
ଭଜନ ସମ୍ରାଟଭିକାରୀ ଚରଣ ବଳ
ଗାୟକ ସୁଧାକରବାଳକୃଷ୍ଣ ଦାସ
ଗାୟକ ଭାସ୍କରଜଗନ୍ନାଥ ବେହେରା
ଗାୟକ ଶିରୋମଣିରଘୁନାଥ ପାଣିଗ୍ରାହୀ
ଗାୟକ ରତ୍ନହରିନାଥ
ଗାୟକ ରତ୍ନାକରକାନ୍ହୁ ଚରଣ ପତି ଶର୍ମା
ନୃତ୍ୟ ପ୍ରବୀଣାସଂଯୁକ୍ତା ପାଣିଗ୍ରାହୀ
ଢୋଲ ସମ୍ରାଟମାଗୁଣି ନନ୍ଦା
ମଞ୍ଚଶ୍ରୀଅଶ୍ୱିନୀ କୁମାର ଘୋଷ
ଦ୍ୱିତୀୟ ନେପୋଲିଅନଖାରବେଳ
ଦ୍ୱିତୀୟ ଖାରବେଳକପିଲେନ୍ଦ୍ର ଦେବ
ନେତାଜୀସୁଭାଷ ଚନ୍ଦ୍ର ବୋଷ
ଭୂମିପୁତ୍ରବିଜୁ ପଟ୍ଟନାୟକ
ବାଣୀ କଣ୍ଠନିମାଇ ଚରଣ ହରିଚନ୍ଦନ
"ଗାନ୍ଧୀ ଅଫ କଳିଙ୍ଗ"ଚକ୍ରଧର ବେହେରା
ଓଡିଶା ମଦର ଟେରେସାପରବତୀ ଗିରି
ଉତ୍କଳ ଭୀମପଦ୍ମଚରଣ ପଟ୍ଟନାୟକ
ଉତ୍କଳ କେଶରୀଡ଼ା. ହେରକୃଷ୍ଣ ମହତାବ

ପ୍ରସିଦ୍ଧ ବ୍ୟକ୍ତିତ୍ୱ ଓ ତାଙ୍କର ଜନ୍ମସ୍ଥାନ (Famous Personalities & Birthplaces)

ନାମଜନ୍ମସ୍ଥାନ
ସରଳା ଦାସଝଙ୍କଡା, ଜଗତସିଂହପୁର
ଉପେନ୍ଦ୍ର ଭଞ୍ଜଘୁମୁସର, ଗଞ୍ଜାମ
ଅଚ୍ୟୁତାନନ୍ଦ ଦାସନେମାଳ, କଟକ
ଜୟଦେବକେନ୍ଦୁବିଲ୍ୱ, ଖୋର୍ଦ୍ଧା
ଭୀମଭୋଇରେଢ଼ାଖୋଲ, ସମ୍ବଲପୁର
ସମନ୍ତ ଚନ୍ଦ୍ରଶେଖରକନ୍ଧପାଡା, ନୟାଗଡ଼
ବଳଦେବ ରଥବଡ଼ଖେମୁଣ୍ଡି, ଗଞ୍ଜାମ
ଗୋପବନ୍ଧୁ ଦାସସୁଆଣ୍ଡୋ, ପୁରୀ
ଗଙ୍ଗାଧର ମେହେରବରପାଳି, ବରଗଡ଼
ହରେକୃଷ୍ଣ ମହତାବଆଗରପଡ଼ା, ଭଦ୍ରକ
ମଧୁସୂଦନ ରାଓପୁରୀ
ମୟାଧର ମାନସିଂହପରିକୁଦ, ଖୋର୍ଦ୍ଧା
ପ୍ରାଣ କୃଷ୍ଣ ପରିଜାଇଛାପୁର, ଜଗତସିଂହପୁର
ମଧୁସୂଦନ ଦାସସତ୍ୟଭାମାପୁର, କଟକ
ରାମାଦେବୀସତ୍ୟଭାମାପୁର, କଟକ
ବିଶ୍ୱନାଥ ଦାସନାଳବନ୍ତା, ଗଞ୍ଜାମ

Hi! Need help with studies? 👋
AI