Navigation
Odisha General Knowledge: A Complete Guide Odisha Tourism & Culture (ଓଡିଶାର ପର୍ଯ୍ୟଟନ ଓ ସଂସ୍କୃତି)
Topic: Odisha Tourism & Culture (ଓଡିଶାର ପର୍ଯ୍ୟଟନ ଓ ସଂସ୍କୃତି)
ଓଡିଶାର ସଂଗ୍ରହାଳୟ (Museums in Odisha)
| ସଂଗ୍ରହାଳୟ (Museum) | ଅବସ୍ଥାନ (Location) |
|---|---|
| ମହାମହୋପାଧ୍ୟାୟ ଚନ୍ଦ୍ରଶେଖର ପ୍ଲାନେଟେରିଅମ୍ | ଭୁବନେଶ୍ୱର |
| ଓଡିଶା କ୍ରାଫ୍ଟସ୍ ମ୍ୟୁଜିୟମ୍ (କଳାଭୂମି) | ଭୁବନେଶ୍ୱର |
| ଓଡିଶା ରାଜ୍ୟ ମାରିଟାଇମ୍ ମ୍ୟୁଜିୟମ୍ | କଟକ |
| ଓଡିଶା ରାଜ୍ୟ ସଂଗ୍ରହାଳୟ | ଭୁବନେଶ୍ୱର |
| ଆଞ୍ଚଳିକ ପ୍ରାକୃତିକ ଇତିହାସ ସଂଗ୍ରହାଳୟ | ଭୁବନେଶ୍ୱର |
| ଟ୍ରାଇବାଲ୍ ମ୍ୟୁଜିୟମ୍ (Tribal Museum) | ଭୁବନେଶ୍ୱର |
ଓଡିଶାର ଭାଷା (Language of Odisha)
- ଓଡିଆ ଓଡିଶାର ରାଜ୍ୟ ଭାଷା ଓ ଝାରଖଣ୍ଡର ଦ୍ୱିତୀୟ ରାଜ୍ୟ ଭାଷା।
- ୧୯୫୪ ମସିହାରେ "ଓଡିଶା ଅଫିସିଆଲ୍ ଲାଙ୍ଗୁଏଜ୍ ଆକ୍ଟ" ମାଧ୍ୟମରେ ଓଡିଆକୁ ଆଧିକାରିକ ଭାଷା ଘୋଷଣା କରାଯାଇଥିଲା।
- 2014 ମସିହାରେ ସଂସ୍କୃତ, ତାମିଳ, ତେଲୁଗୁ, କନ୍ନଡ ଓ ମଲୟାଳମ୍ ପରେ ଓଡିଆକୁ ଶାସ୍ତ୍ରୀୟ ଭାଷା (Classical Language) ମାନ୍ୟତା ମିଳିଥିଲା।
- ଓଡିଆ ଭାଷାର ପ୍ରଥମ ଶିଳାଲିପି ୧୦୫୧ ଖ୍ରୀଷ୍ଟାବ୍ଦରେ ଉରଜାଙ୍ଗରେ ମିଳିଥିଲା।
ଓଡିଆ ଭାଷାର ପ୍ରମୁଖ ଉପଭାଷା (Major Dialects of Odia)
| ଉପଭାଷା (Dialects) | କଥିତ ଜିଲ୍ଲା (Districts Spoken) |
|---|---|
| ବାଲେଶ୍ୱରୀ ଓଡିଆ | ବାଲେଶ୍ୱର, ଭଦ୍ରକ, ମୟୂରଭଞ୍ଜ |
| ଭାତ୍ରି | ଦକ୍ଷିଣ-ପଶ୍ଚିମ ଓଡିଶା |
| ଦେଶିଆ ଓଡିଆ | କୋରାପୁଟ, ରାୟଗଡା, ନବରଙ୍ଗପୁର, ମାଲକାନଗିରି |
| ଗଞ୍ଜାମି ଓଡିଆ | ଗଞ୍ଜାମ, ଗଜପତି |
| କଟକୀ ଓଡିଆ | କଟକ, ଯାଜପୁର, ଜଗତସିଂହପୁର, କେନ୍ଦ୍ରାପଡା |
| ପୁରୀ ଓଡିଆ | ପୁରୀ |
| ସମ୍ବଲପୁରୀ ଓଡିଆ | ବରଗଡ଼, ବଲାଙ୍ଗୀର, ବୌଦ୍ଧ, ଦେବଗଡ଼, ନୁଆପଡା, ସମ୍ବଲପୁର, ସୁବର୍ଣ୍ଣପୁର |
| ଫୁଲବାଣୀ ଓଡିଆ | କନ୍ଧମାଳ, ବୌଦ୍ଧ |
Part13of27
